mangale aila usha question answer 10th class mil odia(part1)

 mangale aila usha question answer 10th class mil odia, class 10 mil odia question answer, 10th mil odia question answer mangale aila usha.

 ଦଶମ ଶ୍ରେଣୀ (ସାହିତ୍ୟ ସିନ୍ଧୁ)

ମଙ୍ଗଳେ ଅଇଲା ଉଷା

ପାଠ୍ୟପୁସ୍ତକସ୍ତ ପ୍ରଶ୍ନାବଳୀର ଉତ୍ତର

ନିର୍ଦ୍ଦିଷ୍ଟ ଉତ୍ତର ମୂଳକ ପ୍ରଶ୍ନୋତ୍ତର

୧. ବିକଚ ରାଜୀବ-ଦୃଶାନିମ୍ନୋକ୍ତ କେଉଁ ଅର୍ଥକୁ ବୁଝାଉଛି ?

(କ) ପ୍ରସ୍ଫୁଟିତ ପଦ୍ମଫୁଲ ସଦୃଶ ଆଖି ଯାହାର                     

(ଖ) ପ୍ରସ୍ଫୁଟିତ ପଦ୍ମଫୁଲର ପାଖୁଡ ସଦୃଶ ଆଖି ଯାହାର

(ଗ) ପ୍ରସ୍ଫୁଟିତ ପଦ୍ମଫୁଲର ସୌନ୍ଦର୍ଯ୍ୟଯୁକ୍ତ ଆଖି ଯାହାର          

(ଘ) ପ୍ରସ୍ଫୁଟିତ ପଦ୍ମଫୁଲ ସଦୃଶ ମୁଖ ଯାହାର

:- (କ) ପ୍ରସ୍ଫୁଟିତ ପଦ୍ମଫୁଲ ସଦୃଶ ଆଖି ଯାହାର

୨. ଅରୁଣ କଷାୟ ବାସର ଅର୍ଥସ୍ୱରୂପ କେଉଁ ଉକ୍ତିଟି ଠିକ୍‌ ?

(କ) ଅରୁଣଙ୍କ ନିମନ୍ତେ କଷାୟ ବସ୍ତ୍ର              (ଖ) ଅରୁଣଙ୍କର କଷାୟ ବସ୍ତ୍ର

(ଗ) ଅରୁଣ ରଙ୍ଗର କଷାୟ ବସ୍ତ୍ର                  (ଘ) କଷାୟ ରଙ୍ଗର ଅରୁଣ ବସ୍ତ୍ର

:- (ଗ) ଅରୁଣ ରଙ୍ଗର କଷାୟ ବସ୍ତ୍ର

୩. ଉଷାକୁ ପ୍ରଶଂସା କରି ସତୀ ସୀତା କେଉଁ ବାକ୍ୟଟି କହିଛନ୍ତି ?

(କ) ତିମିର-ବିଧ୍ୱଂସୀ                   (ଖ) ତୁମେ ଜାନକୀ-ଦର୍ଶନ ତୁଷାର୍ତ୍ତ

(ଗ) ତୁମେ ପ୍ରଶାନ୍ତ ରୂପ               (ଘ) ତୁମେ ବିକଚ-ରାଜୀବ ଦୃଶା

:- (କ) ତୁମେ ତିମିର-ବିଧ୍ୱଂସୀ

୪. ସୀତାଙ୍କର ଅନ୍ୟନାମ ବୈଦେହୀ ହେବାର କାରଣ କ'?

(କ) ବିଶେଷ ଦେହଧାରିଣୀ କନ୍ୟା           

(ଖ) ବିଦେହର କନ୍ୟା

(ଗ) ଦେହହୀନା କନ୍ୟା                        

(ଘ) ବିଦେଶିନୀ କନ୍ୟା

:- (ଖ) ବିଦେହର କନ୍ୟା

. ନିମ୍ନଲିଖତ ପଦଗୁଡ଼ିକ ମଧ୍ୟରୁ କେଉଁଟି ରୂପକ କର୍ମଧାରୟ ନୁହେଁ ଚିହ୍ନାଇ ଦିଅ ।

(କ) କର ପଲ୍ଲବ                          (ଖ) ନିହାର ମୁକ୍ତା

(ଗ) ବୀଣା ଝଙ୍କାର                       (ଘ) ତରଙ୍ଗକର

:- (ଗ) ବୀଣା ଝଙ୍କାର, (ଘ) ତରଙ୍ଗକର

୬. ନିମ୍ନୋକ୍ତ ପ୍ରତ୍ୟେକ ଶବ୍ଦର ଦୁଇଟି ଭିନ୍ନ ଭିନ୍ନ ଅର୍ଥ ଲେଖ ।

      ବାସ, ଅଙ୍କ, କର, ପଦ, ବନ, ବିଧି, ଶ୍ରୁତି

:- ବାସଗୃହ, ବସ୍ତ୍ର            ବାସବାସିବା                   

       ଅଙ୍କକୋଳ                ଅଙ୍କସଂଖ୍ୟା                    

       କରହାତ                  କରଖଜଣା, କିରଣ

       ପଦଚରଣ                ପଦକବିତାର ଧାଡ଼ି

       ବନବଣ                  ବନବନିବା, ପାଚିବା  

       ବିଧିନିୟମ                ବିଧିଅଦୃଷ୍ଟ ( ଭାଗ୍ୟ), ବ୍ରହ୍ମା  

       ଶ୍ରୁତିବିଧାତା (ବେଦ)     ଶ୍ରୁତିଶ୍ରବଣ, କାନ

. ନିମ୍ନଲିଖତ ଶବ୍ଦଗୁଡ଼ିକର ତିନୋଟି ଲେଖାଏଁ ପ୍ରତିଶବ୍ଦ ଲେଖ ।

           କୁସୁମ, ରାଜୀବ, ନୀର, ରାତ୍ରି, ଗଗନ

:-  ଶବ୍ଦ                   ପ୍ରତିଶବ୍ଦ

      କୁସୁମ       ଫୁଲ, ପୁଷ୍ପ, ପ୍ରସୂନ, ସୁମନ

      ରାଜୀବ     ପଦ୍ମ, କମଳ, ନଳିନୀ

       ନୀର       ଜଳ, ପାଣି, ଅମ୍ବୁ

       ରାତ୍ରି    ନିଶି, ବିଭାବରୀ, ଗାଦି, ରଜନୀ

      ଗଗନ    ଆକାଶ, ଅମର, ବ୍ୟୋମ

୮. ସମ୍ଭର ପ୍ରତ୍ୟେକ ପଦ ସହିତ ସ୍ତମ୍ଭର ଉପଯୁକ୍ତ ପଦ ଯୋଗ କରି ।

ସମ୍ଭର                  ସ୍ତମ୍ଭ                    

ସରସ୍ୱତୀ                    ସ୍ତବପାଠ                

ମୁକ୍ତା                      ଆଶ୍ରମଧାତ୍ରୀ               

ଉଷା                      ପ୍ରଭାତୀତାରା              

କୁମ୍ଭାଟୁଆ                  ଉପହାର                 

ମଙ୍ଗଳ ପ୍ରଦୀପ           ବୀଣାଝଙ୍କାର             

ତମସା                   ସୁକୁମାରଦେହୀ             

ଆଶ୍ରମଧାତ୍ରୀ            ତାପସ କନ୍ୟା

:-  ସମ୍ଭର                  ସ୍ତମ୍ଭ 

      ସରସ୍ୱତୀ                   ବୀଣାଝଙ୍କାର 

        ମୁକ୍ତା                        ଉପହାର 

        ଉଷା                      ସୁକୁମାରଦେହୀ 

     କୁମ୍ଭାଟୁଆ                     ସ୍ତବପାଠ 

    ମଙ୍ଗଳ ପ୍ରଦୀପ              ପ୍ରଭାତୀତାରା 

      ତମସା                     ଆଶ୍ରମଧାତ୍ରୀ 

. ବନ୍ଧନୀ ମଧ୍ୟରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।

(କ) ତୁମ୍ଭ କୋମଳ ଚରଣ କରେ ____ ଆହାରଣ (କିରଣ, ଜ୍ୟୋତି, ରଶ୍ମି)    :- ଜ୍ୟୋତି

(ଖ) ବନ୍ଦିଲେ ଉଷାର _____ ସବିନୟରେ । ( ପଦ, ପାଦ, ଚରଣ)               :- ପଦ

(ଗ) ଜାନକୀ ଦର୍ଶନ _____ ହୃଦୟେ ବହି । (ଦୃଶା, ତୁଷା, ଆଶା)                 :-  ତୁଷା

(ଘ) ପ୍ରାଙ୍ଗଣେ କୁସୁମ ବିଞ୍ଚି ସୁବାସିତ _____ ସିଞ୍ଚି(ନୀର, କନ, ସଲିଳ)      :- ନୀର

Post a Comment

1 Comments